ହିମାଙ୍ଗ Himāṅga
- ସଂ. ବି (କର୍ମଧା; ହିମ+ଅଙ୍ଗ) — ଶୀତଳସ୍ପର୍ଶ ବା ତାପହୀନ ଦେହ — Cold or frigid body
- ସଂ. ବି (କର୍ମଧା; ହିମ+ଅଙ୍ଗ) — ମୃତ୍ୟୁର ଲକ୍ଷଣ ବିଶେଷ; ମୃତ୍ୟୁ ପୂର୍ବରୁ ଦେହ କୋଲ ମାରିଯିବା — Death-coldness; coldness of the body of a dying person
- ବିଣ. ପୁଂ (ବହୁବ୍ରୀହି) — ଯାହାର ଦେହ ଥଣ୍ଡା — Cool-bodied
- ବିଣ. ପୁଂ (ବହୁବ୍ରୀହି) — ମୃତ — Dead