ହିମବାନ୍ Himabān

  • ସଂ. ବିଣ. ପୁଂ—(ହିମବତ୍ ଶବ୍ଦ; 1 ମା. 1 ବ); ହିମ+ଅଛି ଅର୍ଥରେ ବତ୍) — ହିମଯୁକ୍ତ; ତୁଷାରମୟ — Snowy
  • ସଂ. ବିଣ. ପୁଂ—(ହିମବତ୍ ଶବ୍ଦ; 1 ମା. 1 ବ); ହିମ+ଅଛି ଅର୍ଥରେ ବତ୍) — ଅତି ଶୀତଳ — Very cool
  • ବି — ହିମାଳୟ ପର୍ବତ — The Himalayas