ହିମବନ୍ତ Himabanta
- ଦେ. ବି—(ସଂ. ହିମବତ୍ ଶବ୍ଦର ପୁ. 1 ମା. ବହୁବଚନ ହିମବନ୍ତଃ) — ହିମବାନ୍; ହିମାଳୟ ପର୍ବତ — The Himalāyas
- ଦେ. ବି—(ସଂ. ହିମବତ୍ ଶବ୍ଦର ପୁ. 1 ମା. ବହୁବଚନ ହିମବନ୍ତଃ) — [ଉ—ବରାହ ମୂର୍ତ୍ତିସତ ସଞ୍ଚରି ହିମବନ୍ତ ସ୍ଥାପି ଧରଣୀ ହିମବନ୍ତ ସେ। ଭଞ୍ଜ, ବୈଦେହୀଶବିଳାସ।]
- ଦେ. ବି—(ସଂ. ହିମବତ୍ ଶବ୍ଦର ପୁ. 1 ମା. ବହୁବଚନ ହିମବନ୍ତଃ) — ପର୍ବତ ବିଶେଷ — Name of a mountain
- ଦେ. ବି—(ସଂ. ହିମବତ୍ ଶବ୍ଦର ପୁ. 1 ମା. ବହୁବଚନ ହିମବନ୍ତଃ) — [ଉ—ପବିତ୍ର ହିମବନ୍ତ ନାମେ ପର୍ବତ। କୃଷ୍ଣସିଂହ, ମହାଭାରତ, ଆଦି।]