ହିମ ସାଗର Hima sāgara

  • ସଂ. ବି — ଦେହର ତାପ ବା ଦାହ ଶାନ୍ତି ପାଇଁ ମାଲିସ କରିବାରେ ବ୍ଯବହୃତ ଆୟୁର୍ବେଦୋକ୍ତ ତୈଳ— ବିଶେଷ — Name of a medicinal oil
  • ଦେ. ବି — ହେମ ସାଗର 1 (ଦେଖ) — ହେମ ସାଗର(ଦେଖ)—. Hema sāgara . (See)
  • ଦେ. ବି — ପାଷାଣ ଭେଦକ — Coleus; Ambonicus Selaginella