ହିମ ଲଗେଇବା Hima lageibā

  • ଦେ. କ୍ରି — ଦେହରେ ଥଣ୍ଡା ଲାଗିବା ଭଳି ଅନାବୃତ ଦେହରେ ହିମ ପଡ଼ୁଥିବା ସ୍ଥାନକୁ ଯିବା — To cause one's person to catch cold or chill by going out bare-bodied