ହିମ ନିବାରକ Hima nibāraka

  • ସଂ. ବିଣ ( 6 ଷ୍ଠୀ ତତ୍) — ଶୀତ ନିବାରକ; ଯାହା ଯୋଗୁଁ ପ୍ରାଣୀ ଶୀତରୁ ରକ୍ଷା ପାଆନ୍ତି — Proctecting one from cold or chill
  • ସଂ. ବିଣ ( 6 ଷ୍ଠୀ ତତ୍) — ଯାହା ହିମପାତରୁ ରକ୍ଷା କରେ — Protecting one from snowfall; shielding from snow or frost