ହିମ କାକର Hima kākara

  • ଦେ. ବି — ହେମ କାକର; ଅତ୍ୟନ୍ତ ଶୀତଳ; ହୀମଶୀତଳ — Very cold; chilly; frigid
  • ଦେ. ବି — [ଉ—ଦାସେ! ପାଣିରେ ବୁଡ଼ିଲେ ମାସେ, ପାଣି ହେଲା ହିମକାକର, ଦାସେ ହେଲେ ବୁଢ଼ା ମାକଡ଼—ଶିଶୁରଞ୍ଜନ ଗୀତ]