ହିମ କର୍ପୂରକ Hima karpūraka

  • ସଂ. ବି — ଏକପ୍ରକାର ନିକୃଷ୍ଟ କର୍ପୂର — A sort of inferior comphor
  • ସଂ. ବି — [ଦ୍ର—ବୈଦ୍ଯକ ମତରେ ଏହା ଶୁଭ୍ର, ବୃଷ୍ୟ, ଶୀତବୀର୍ଯ୍ୟ, କଟୁରସ ଓ ପିପାସା, ଦାହ, ମୋହ ଏବଂ ଘର୍ମନାଶକ]