ହିପ୍ ହିପ୍ ହୁର୍ରେ Hip hip hurre

  • ବୈଦେ. ଅ (ଇଂ) — ଆନନ୍ଦ ପ୍ରକାଶାର୍ଥ ଓ କ୍ରିକେଟ୍ ଆଦିଖେଳରେ ଜୟଲାଭ ଉପଲକ୍ଷରେ ବହୁଲୋକଙ୍କ ମିଳିତ ଧ୍ୱନି — Hip Hip Hurrah!
  • ବୈଦେ. ଅ (ଇଂ) — [ଉ—ହିପ୍ ହିପ୍ ହୁର୍ରେ ଗାଅରେ କଳି— ଯୁଗିଆ ଶୁରେ। ମଧୁସୂଦନ (ବ୍ୟଙ୍ଗ କବିତା।)]