ହିପାଜିତ୍ Hipājit

  • ବୈଦେ. ବି. (ଆ. ହିଫାଜତ୍) — ରକ୍ଷଣାବେକ୍ଷଣ; ଯତ୍ନପୂର୍ବକ କୌଣସି ଦ୍ରବ୍ୟର ରକ୍ଷଣ; ଜଗାରଖା — Careful preservation of a thing
  • ବୈଦେ. ବି. (ଆ. ହିଫାଜତ୍) — ଯତ୍ନପୂର୍ବକ ରଖିବା ପାଇଁ କୌଣସି ବ୍ଯକ୍ତିଙ୍କ ଜମ୍ମାଦାରୀ — Custody
  • ବୈଦେ. ବି. (ଆ. ହିଫାଜତ୍) — ଚାହିଦା; ଯତ୍ନ — Care
  • ବୈଦେ. ବି. (ଆ. ହିଫାଜତ୍) — ଯତ୍ନପୂର୍ବକ କୌଣସି ବସ୍ତୁର ତତ୍ତ୍ୱ ନେବା — Careful looking after a thing; taking care of thing
  • ବୈଦେ. ବି. (ଆ. ହିଫାଜତ୍) — ଆୟାସ; ସୁଖ ସ୍ୱାଛନ୍ଦ୍ୟ — Comfort; luxury
  • ବୈଦେ. ବି. (ଆ. ହିଫାଜତ୍) — କୌଣସି ବ୍ଯକ୍ତିଙ୍କର ଶୁଶ୍ରୂଷା — Tending; nursing