ହିପାଜତ୍ରେ ରଖିବା Hipājatre rakhibā
- ଦେ. କ୍ରି — କୌଣସି ବସ୍ତୁକୁ ଯତ୍ନ— ପୂର୍ବକ ସାଇତିବା — To preserve with care
- ଦେ. କ୍ରି — ଅୟସରେ ରଖିବା ବା ପାଳିବା; କୌଣସି ବ୍ଯକ୍ତିର ସୁଖ ସ୍ୱାଛନ୍ଦ୍ୟ ପ୍ରତି ଦୃଷ୍ଟି ରଖି ତାଙ୍କର ସେବା ଶୁଶ୍ରୂଷା କରିବା — To tend or bring up with care and comfort
- ଦେ. କ୍ରି — ଯତ୍ନପୂର୍ବକ ରଖିବା ପାଇଁ ନିଜର ଜିମ୍ମା ନେବା — To take into one's custody