ହିପାଜତ୍ କରିବା Hipājat karibā

  • ଦେ. କ୍ରି — କୌଣସି ବସ୍ତୁର ବା ବ୍ଯକ୍ତିର ଯତ୍ନ ନେବା — To take care of any thing or person
  • ଦେ. କ୍ରି — ଯତ୍ନପୂର୍ବକ ରକ୍ଷଣାବେକ୍ଷଣ କରିବା ବା ସାଇତିବା — To preserve with care
  • ଦେ. କ୍ରି — (ବୃଦ୍ଧ, ରୋଗୀ, ଶିଶୁକୁ) ଯତ୍ନପୂର୍ବକ ସେବା ଶୁଶ୍ରୂଷା କରିବା — To tend with care; to nurse with care (an infant, old man or ick man)