ହିନ୍ଦୋଳୀ Hindoḻī

  • ସଂ. ବି. (ହିନ୍ଦୋଳ+ଆ; +ଇ) — ହିନ୍ଦୋଳକ (ଦେଖ) — Hindoḻaka (See)
  • ପ୍ରାଦେ (ସଂହଭୂମ) ବି — ପଣାସଂକ୍ରାନ୍ତିର ଚଡ଼କ ପୂଜାରେ ବ୍ଯବହୃତ ଦୋଳି — Swing used by the players during Chaitra sankranti