ହିନ୍ଦୁସ୍ଥାନ Hindusthāna

  • ବୈଦେ. ବି.—(ଫା. ହିନ୍ଦୁ+ଫା. ସ୍ତାନ= ସଂ. ସ୍ଥାନ; ହିନ୍ଦୁମାନଙ୍କ ବାସସ୍ଥାନ ବା ଦେଶ) — ଭାରତବର୍ଷ — India
  • ବୈଦେ. ବି.—(ଫା. ହିନ୍ଦୁ+ଫା. ସ୍ତାନ= ସଂ. ସ୍ଥାନ; ହିନ୍ଦୁମାନଙ୍କ ବାସସ୍ଥାନ ବା ଦେଶ) — ଆର୍ଯ୍ୟାବର୍ତ୍ତ; ଦକ୍ଷିଣରେ ବିନ୍ଧ୍ୟ ପର୍ବତ, ଉତ୍ତରରେ ହିମାଳୟ, ପୂର୍ବରେ ବ୍ରହ୍ମଦେଶ ଓ ପଶ୍ଚିମରେ ଆଫଗାନିସ୍ଥାନ ଦ୍ୱାରା ବେଷ୍ଟିତ ଦେଶ — Hindustan; the northern half of India
  • ବୈଦେ. ବି.—(ଫା. ହିନ୍ଦୁ+ଫା. ସ୍ତାନ= ସଂ. ସ୍ଥାନ; ହିନ୍ଦୁମାନଙ୍କ ବାସସ୍ଥାନ ବା ଦେଶ) — ଭାରତବର୍ଷର ଉତ୍ତରୀୟ ମଧ୍ୟଭାଗ, ଯାହା ଦିଲ୍ଲୀଠାରୁ ପାଟଣା ପର୍ଯ୍ୟନ୍ତ ଓ ଦକ୍ଷିଣରେ ନର୍ମଦାତଟ ପର୍ଯ୍ୟନ୍ତ ବିସ୍ତୃତ ଓ ଯାହାକୁ ପଞ୍ଜାବ, ବଙ୍ଗ, ଓଡ଼ିଶା ଓ ମହାରାଷ୍ଟ୍ରବାସୀମାନେ ହିନ୍ଦୁସ୍ଥାନ ବୋଲି କହନ୍ତି (ହି. ଶ) — The middle country of North India