ହିନ୍ଦୁ ଶାସ୍ତ୍ର Hindu ṡāstra
- ଦେ. ବି — ହିନ୍ଦୁମାନଙ୍କ ଧର୍ମଶାସ୍ତ୍ର — The religious books or scriptures of the Hindus
- ଦେ. ବି — [ଦ୍ର—ଏହା 4 ଭାଗରେ ବିଭକ୍ତ— 1 । ଶ୍ରୁତି—ବେଦ ଓ ବେଦାନ୍ତ। 2 । ସ୍ମୃତି—ମନୁଆଦିଙ୍କ ରଚିତ ସଂହିତାମାନ। 3 । ପୁରାଣ—ସୃଷ୍ଟିର ପ୍ରାଚୀନ ଇତିହାସମାନ। 4 । ତନ୍ତ୍ର—ଯୋଗ ସାଧନର ଉପାୟନିର୍ଦେଶକ ଗ୍ରନ୍ଥମାନ।] — [ଦ୍ର—ଏହା4ଭାଗରେ ବିଭକ୍ତ—1 ଶ୍ରୁତି—ବେଦ ଓ ବେଦାନ୍ତ2 ସ୍ମୃତି—ମନୁଆଦିଙ୍କ ରଚିତ ସଂହିତାମାନ3 ପୁରାଣ—ସୃଷ୍ଟିର ପ୍ରାଚୀନ ଇତିହାସମାନ4 ତନ୍ତ୍ର—ଯୋଗ ସାଧନର ଉପାୟନିର୍ଦେଶକ ଗ୍ରନ୍ଥମାନ]