ହିନେ ହୟାତ୍ Hine hayāt

  • ବୈଦେ. ବି—(କଚିରିଆ) — (ଆ. ହିନେ— ହୟାତ୍, ହୀନ୍ ହୟାତ୍=ଜୀବନକାଳ) ମହତ୍ରାଣ ଜାଗିରି; ସମ୍ଭ୍ରାନ୍ତ ବ୍ଯକ୍ତିମାନଙ୍କ ଭରଣ ପେଷଣାର୍ଥ ରାଜାଙ୍କ ଦ୍ୱାରା ତାଙ୍କ ଜୀବନକାଳ ପର୍ଯ୍ୟନ୍ତ ଝଞ୍ଜା ଯାଇଥିବା ସମ୍ପତ୍ତି — Jaigir or property granted by the king for the maintenance of respectable person or family for his life time
  • ବୈଦେ. ବି—(କଚିରିଆ) — ଜୀବିତକାଳ — Life time