ହିନି ହିନା Hini hina

  • ପ୍ରାଦେ (ସମ୍ବଲପୁର) ବି — (ଧ୍ୱନ୍ୟନୁକରଣ, ତୁଳନା କର ଏହି ଅର୍ଥରେ ହିନ୍ଦୀ—ହିନ୍ହିନାହଟ୍) ଅଶ୍ୱର ହ୍ରେଷା; — The neighing of a horse