ହିନହିନାଇବା Hin hināibā

  • ପ୍ରାଦେ (ସମ୍ବଲପୁର) କ୍ରି — (ଘୋଡ଼ା) ହ୍ରେଷାରବ କରିବା — To neigh
  • ପ୍ରାଦେ (ସମ୍ବଲପୁର) କ୍ରି — (ତୁଳନାକର ହିନ୍ଦୀ ଏହି ଅର୍ଥରେ ହିନ୍ହିନାନା)