ହିଦାଏତ୍ Hidāet

  • ବୈଦେ. ବି— (କଚିରିଆ) (ଆ. ହିଦାୟତ୍=ପଥ ପ୍ରଦର୍ଶନ) — ଅବସ୍ଥା; ବିଧି — Regulation; rule
  • ବୈଦେ. ବି— (କଚିରିଆ) (ଆ. ହିଦାୟତ୍=ପଥ ପ୍ରଦର୍ଶନ) — ରୁଇଦାଦ୍; ଯେଉଁ ଲେଖାରେ ପୂର୍ବର ଘଟନା ବା ବିଧି ବ୍ଯବସ୍ଥା ଆଦି ଲିପିବଦ୍ଧ ହୋଇଥାଏ — A writing or document recording the history or rules regarding some matter
  • ବୈଦେ. ବି— (କଚିରିଆ) (ଆ. ହିଦାୟତ୍=ପଥ ପ୍ରଦର୍ଶନ) — ଆଦେଶ (ହି. ଶ) — Order
  • ବୈଦେ. ବି— (କଚିରିଆ) (ଆ. ହିଦାୟତ୍=ପଥ ପ୍ରଦର୍ଶନ) — ନିର୍ଦେଶ (ହି. ଶ) — Indication
  • ବୈଦେ. ବି— (କଚିରିଆ) (ଆ. ହିଦାୟତ୍=ପଥ ପ୍ରଦର୍ଶନ) — (ନାମ) ପୁଂ —ମୁସଲମାନମାନଙ୍କ ନାମ — A name given to Mahomedan males