ହିତାହିତ ବିବେଚକ Hitāhita bibechaka

  • ସଂ. ବିଣ. ପୁଂ — ହିତାହିତଜ୍ଞ; ଯେ ହିତାହିତ ବିବେଚନା କରେ — Discriminating between what is beneficial and what not
  • ସଂ. ବିଣ. ପୁଂ — କର୍ତ୍ତବ୍ୟାକର୍ତ୍ତବ୍ୟ ବିଚାରଶୀଳ; ବିବେକବାନ — Conscientious