ହିତାର୍ଥେ Hitārthe

  • ଦେ. କ୍ରି. ବିଣ—(ସଂ. ହିତାର୍ଥଂ; ହିତାର୍ଥାୟ) — ମଙ୍ଗଳାର୍ଥେ; ମଙ୍ଗଳ ଉଦ୍ଦେଶ୍ୟରେ — Aiming at one's welfare; for the good of
  • ଦେ. କ୍ରି. ବିଣ—(ସଂ. ହିତାର୍ଥଂ; ହିତାର୍ଥାୟ) — (ଯଥା—ସେ ଦେଶର ହିତାର୍ଥେ ପ୍ରାଣ ତ୍ୟାଗ କଲେ)