ହିତାର୍ଥୀ Hitārthī

  • ସଂ. ବିଣ. ପୁଂ—(ଉପପଦ ତତ୍ପୁରୁଷ; ହିତଅଟେ ଅର୍ଥ= ଉଦ୍ଦେଶ୍ୟ ଯାହାର; ହିତ+ଅର୍ଥ+ଇନ୍; ହିତାର୍ଥିନ୍ ଶବ୍ଦ; 1 ମା 1 ବ) — ହିତକାମୀ (ଦେଖ) — Hitakāmī (See)