ହିତକାରୀ Hitakārī

  • ସଂ. ବିଣ. ପୁଂ [ହିତକାରିନ୍ ଶବ୍ଦ, 1 ମା. 1 ବ] — ଯେ ହିତ କରେ; ଉପକାରକ — Rendering good; beneficient
  • ବି — ଉପକାରକ ବ୍ଯକ୍ତି — Benefactor