ହିତ କାମନା Hita kāmanā

  • ସଂ. ବି [ମ. ପ. ଲୋ ବା 4 ର୍ଥୀ ତତ୍] — ହିତେଚ୍ଛା; ମଙ୍ଗଳ ବା ଉପକାର କରିବାର ଇଚ୍ଛା — Desire to do good
  • ସଂ. ବି [ମ. ପ. ଲୋ ବା 4 ର୍ଥୀ ତତ୍] — ପରୋପକାର କରିବା ଇଚ୍ଛା — Benevolence