ହିଞ୍ଜିରିବା Hin̄jiribā
- ପ୍ରାଦେ. (ଗଡ଼ଜାତ) କ୍ରି — ଝୁରିବା — To pine after
- ପ୍ରାଦେ. (ଗଡ଼ଜାତ) କ୍ରି — (ଉ— ମାତୃକୋଳହୀନ ହୋଇ କେତେକାଳ ପର୍ଯ୍ୟନ୍ତ ହିଞ୍ଜିରି ହିଞ୍ଜିରି ଶିଶୁଟି କ୍ଷୀଣ ଓ ଶକ୍ତିହୀନ ହୋଇପଡ଼େ—ଗଡ଼ଜାତ ବାସିନୀ।]
- ପ୍ରାଦେ. (ଗଡ଼ଜାତ) କ୍ରି — (ବଲାଙ୍ଗୀରପାଟଣା) କ୍ରି—ଶୁଖିଯିବା — To become dry
- ପ୍ରାଦେ. (ଗଡ଼ଜାତ) କ୍ରି — (ସମ୍ବଲପୁର) କ୍ରି— ଶୀର୍ଣ୍ଣ ହେବା — To wither; to become emaciated
- ପ୍ରାଦେ. (ଗଡ଼ଜାତ) କ୍ରି — (ଯଥା—ମୁଁ ସେ କଥା ଭାବି ଭାବି ହିଞ୍ଜିରି ଗଲିଣି।)