ହିଙ୍ଗୁଳ Hiṅguḻa
- ସଂ. ବି—(ହିଙ୍ଗୁ+ଲା. ଧାତୁ=ଗ୍ରହଣ କରିବା+ କର୍ତ୍ତୃ ଅ. ଇ, ଉ, ଏହା ହିଙ୍ଗୁର ବର୍ଣ୍ଣ ଗ୍ରହଣ କରିଥିବାରୁ) — ହେଙ୍ଗୁଳ; ପାରଦବହୁଳ ଘୋର ଲୋହିତ ବର୍ଣ୍ଣ ଖନିଜପଦାର୍ଥ ବିଶେଷ — Cinnabar; sulphate of mercury
- ସଂ. ବି—(ହିଙ୍ଗୁ+ଲା. ଧାତୁ=ଗ୍ରହଣ କରିବା+ କର୍ତ୍ତୃ ଅ. ଇ, ଉ, ଏହା ହିଙ୍ଗୁର ବର୍ଣ୍ଣ ଗ୍ରହଣ କରିଥିବାରୁ) — [ଦ୍ର— ଏହା ଗୋଟିଏ ଉପରସ; ଏହାକୁ ବାଟି ଚିତ୍ରକରମାନେ ରଙ୍ଗ ତିଆରି କରନ୍ତି ଓ ଗଞ୍ଜପା ସାରର ଗୋଟିଏ ରଙ୍ଗର ତାସ ଏଥିରେ ଚିତ୍ରିତ ହୁଏ। ଏହା ଶାସ୍ତ୍ରବିଧିମତେ ଶୋଧିତ ହୋଇ ଊର୍ଦ୍ଧ୍ୱପାତନ ନିୟମ ଅନୁସାରେ ଡମ୍ବରୁ ଯନ୍ତ୍ରରେ ପାକ କରାଯାଇ ଔଷଧରେ ବ୍ଯବହୃତ ହୁଏ। ଶୋଧିତ ହିଙ୍ଗୁଳ ମଧୁର—କଟୁ—ତିକ୍ତ—କଷାୟରସ, ଉଷ୍ଣବୀର୍ଯ୍ୟ, ତ୍ରିଦୋଷନାଶକ ଏବଂ ଜ୍ୱର, ପ୍ଳୀହା, କାମଳା, ଆମବାତ; ନେତ୍ର ରୋଗ, କଫ, ପିତ୍ତ, ହୁଲ୍ଲାସ, କୁଷ୍ଠ ଓ ବିଷଦୋଷ ନାଶକ; ରୂପ ଓ ନାମ ଭେଦରେ ହିଙ୍ଗୁଳ 3 ପ୍ରକାର ଯଥା — [ଦ୍ର— ଏହା ଗୋଟିଏ ଉପରସ; ଏହାକୁ ବାଟି ଚିତ୍ରକରମାନେ ରଙ୍ଗ ତିଆରି କରନ୍ତି ଓ ଗଞ୍ଜପା ସାରର ଗୋଟିଏ ରଙ୍ଗର ତାସ ଏଥିରେ ଚିତ୍ରିତ ହୁଏ ଏହା ଶାସ୍ତ୍ରବିଧିମତେ ଶୋଧିତ ହୋଇ ଊର୍ଦ୍ଧ୍ୱପାତନ ନିୟମ ଅନୁସାରେ ଡମ୍ବରୁ ଯନ୍ତ୍ରରେ ପାକ କରାଯାଇ ଔଷଧରେ ବ୍ଯବହୃତ ହୁଏ ଶୋଧିତ ହିଙ୍ଗୁଳ ମଧୁର—କଟୁ—ତିକ୍ତ—କଷାୟରସ, ଉଷ୍ଣବୀର୍ଯ୍ୟ, ତ୍ରିଦୋଷନାଶକ ଏବଂ ଜ୍ୱର, ପ୍ଳୀହା, କାମଳା, ଆମବାତ; ନେତ୍ର ରୋଗ, କଫ, ପିତ୍ତ, ହୁଲ୍ଲାସ, କୁଷ୍ଠ ଓ ବିଷଦୋଷ ନାଶକ; ରୂପ ଓ ନାମ ଭେଦରେ ହିଙ୍ଗୁଳ3ପ୍ରକାର ଯଥା
- ସଂ. ବି—(ହିଙ୍ଗୁ+ଲା. ଧାତୁ=ଗ୍ରହଣ କରିବା+ କର୍ତ୍ତୃ ଅ. ଇ, ଉ, ଏହା ହିଙ୍ଗୁର ବର୍ଣ୍ଣ ଗ୍ରହଣ କରିଥିବାରୁ) — ଚର୍ମାର—ଶ୍ୱେତବର୍ଣ୍ଣ। 2 । ଶୁକ ତୁଣ୍ଡକ—ଈଷତ୍ ପୀତବର୍ଣ୍ଣ। 3 । ହଂସପାଦ—ଜବା (ମନ୍ଦାର) ପୁଷ୍ପ ସଦୃଷ ଲୋହିତବର୍ଣ୍ଣ। ଏଥିମଧ୍ୟରେ ହଂସପାଦ ହିଙ୍ଗୁଳ ସର୍ବୋତ୍କୃଷ୍ଟ ଏବଂ ଔଷଧରେ ଓ ରଙ୍ଗରେ ବ୍ଯବହୃତ ହୁଏ। ହିଙ୍ଗୁଳକୁ ମେଣ୍ଢୀଦୁଧ, ଟଭା ରସ ଓ ଅଦାରସରେ 7 ଥର ଲେଖାଏଁ ବତୁରାଇ ସିଝାଇଲେ ଏହା ଶୋଧିତ ହୁଏ ଓ ଶୋଧିତ ହିଙ୍ଗୁଳ ଔଷଧରେ ଲାଗେ। — ଚର୍ମାର—ଶ୍ୱେତବର୍ଣ୍ଣ2 ଶୁକ ତୁଣ୍ଡକ—ଈଷତ୍ ପୀତବର୍ଣ୍ଣ3 ହଂସପାଦ—ଜବା (ମନ୍ଦାର) ପୁଷ୍ପ ସଦୃଷ ଲୋହିତବର୍ଣ୍ଣ ଏଥିମଧ୍ୟରେ ହଂସପାଦ ହିଙ୍ଗୁଳ ସର୍ବୋତ୍କୃଷ୍ଟ ଏବଂ ଔଷଧରେ ଓ ରଙ୍ଗରେ ବ୍ଯବହୃତ ହୁଏ ହିଙ୍ଗୁଳକୁ ମେଣ୍ଢୀଦୁଧ, ଟଭା ରସ ଓ ଅଦାରସରେ7ଥର ଲେଖାଏଁ ବତୁରାଇ ସିଝାଇଲେ ଏହା ଶୋଧିତ ହୁଏ ଓ ଶୋଧିତ ହିଙ୍ଗୁଳ ଔଷଧରେ ଲାଗେ
- ସଂ. ବି—(ହିଙ୍ଗୁ+ଲା. ଧାତୁ=ଗ୍ରହଣ କରିବା+ କର୍ତ୍ତୃ ଅ. ଇ, ଉ, ଏହା ହିଙ୍ଗୁର ବର୍ଣ୍ଣ ଗ୍ରହଣ କରିଥିବାରୁ) — ଖନିଜାତ ହିଙ୍ଗୁଳକୁ ଟଭାରସରେ ମର୍ଦ୍ଦନ କରି ତାହାକୁ ଗୋଟିଏ ହାଣ୍ଡିରେ ପୁରାଇ ନିଆଁରେ ବସାଇ ଉକ୍ତ ହାଣ୍ଡି ଉପରେ ଗୋଟିଏ ଜଳପୂର୍ଣ୍ଣହାଣ୍ଡି ରଖାଯାଏ ଓ ଉପରେ ଥିବା ହାଣ୍ଡିର ପାଣି ଗରମ ହୋଇଗଲାରୁ ତାକୁ ଢାଳି ପୁଣି ଥଣ୍ଡା ପାଣି ତହିଁରେ ପୂରାଯାଏ। ଏହିପରି (ଡମ୍ବରୁ ଯନ୍ତ୍ରରେ) ପାକ କଲେ ଉପର ହାଣ୍ଡିର ତଳଦେଶରେ ପାରଦସ୍ତର ବସିଯାଏ; ଉକ୍ତ ପାରଦ ବିଶୁଦ୍ଧ ପାରଦ ଅଟେ।]