ହିଙ୍ଗୁଳା Hiṅgulā

  • ସଂ. ବି — ବାମନ ପୁରାଣୋକ୍ତ ଦେଶ ବିଶେଷ — Name of a country mentioned in the 'Bāmana Purāṇa'
  • ସଂ. ବି — [ଦ୍ର—ଏଠାରେ ଦୁର୍ଗାଙ୍କର ଚର୍ଚ୍ଚିକା ନାମ୍ନୀ ଅବତାର ଅଧିଷ୍ଠିତ। (ବାମନ ପୁରାଣ)।]
  • ଦେ. ବି — ହିଙ୍ଗୁଳାଈ (ଦେଖ) — Hiṅguḻāī (See)
  • ଦେ. ବି — [ଉ—ସ୍ୱାହା ସହଚରୀ ହିଙ୍ଗୁଳାଙ୍କ କରେ। ରାଧାନାଥ—ନନ୍ଦିକେଶ୍ୱରୀ।]
  • ବିଣ — ହିଙ୍ଗୁଳବର୍ଣ୍ଣ ବିଶିଷ୍ଟ; ଗାଢ଼ ରକ୍ତବର୍ଣ୍ଣ — Of vermillion colour