ହିଙ୍ଗୁଳା ପୀଠ Hiṅguḻā pīṭha
- ଦେ. ବି — ତାଳଚେର ରାଜ୍ୟର ସିଙ୍ଗଡ଼ା ନଦୀ କୂଳରେ ଗୋପାଳପ୍ରସାଦ ଗ୍ରାମର ହିଙ୍ଗୁଳାଈ ଠାକୁରାଣୀଙ୍କର ଅଧିଷ୍ଠିତ ସ୍ଥାନ — The shrine of Goddess Hiṅguḻā in the village of Gopāḻaprasāda in Talcher state of Orissa
- ଦେ. ବି — [ଦ୍ର—ପବିତ୍ର ହିଙ୍ଗୁଳାପୀଠେ ଜଳି ଉଠେ ଯଥା ଅଚମ୍ବିତେ ବହ୍ନିଶିଖା ନିଦାଘ ନିଶୀଥେ। ରାଧାନାଥ, ମହାଯାତ୍ରା।]