ହିଙ୍ଗୁଳ ଶୋଧନ Hiṅguḻa Ṡodhana

  • ସଂ. ବି — ମେଣ୍ଢୀଦୁଧ, ଟଭାରସ ଓ ଅଦାରସଦ୍ୱାରା 7 ଥର ଭାବନା ଦେଇ ହିଙ୍ଗୁଳକୁ ଔଷଧାର୍ଥେ ଶୁଦ୍ଧ କରିବା — ମେଣ୍ଢୀଦୁଧ, ଟଭାରସ ଓ ଅଦାରସଦ୍ୱାରା7ଥର ଭାବନା ଦେଇ ହିଙ୍ଗୁଳକୁ ଔଷଧାର୍ଥେ ଶୁଦ୍ଧ କରିବା—Refining of cinnabar for medicinal purpose