ହିଙ୍ଗଳ ରଙ୍ଗ Hiṅgaḻa raṅga

  • ଦେ. ବି — ହିଙ୍ଗୁଳଜାତ ବର୍ଣ୍ଣ; ଗାଢ଼ ରକ୍ତବର୍ଣ୍ଣ — Vermillion colour; scarlet colour;
  • ଦେ. ବି — ଗଞ୍ଜପା ସାରର ରଙ୍ଗବିଶେଷ; ବରାତ ରଙ୍ଗ — One of the colours of the cards of 'Gañjapā' game