ହିଆର୍! ହଆର୍! Hiār hiār
- ବୈଦେ. ଅ (ଇଂ; ଆଧୁନିକ ସଭା ସମିତିରେ ଇଂରାଜମାନଙ୍କ ଅନୁକରଣରେ ବ୍ଯବହୃତ ଶବ୍ୱଦ୍ୱୟ)—[ବକ୍ତାଙ୍କ ବକ୍ତୃତାର କୌଣସି ଅଂଶକୁ ପ୍ରଶଂସା କରି ଅନ୍ଯ ସମସ୍ତ ଶ୍ରୋତାମାନଙ୍କ ମନୋଯୋଗ ଆକର୍ଷଣ କରିବାପାଇଁ ଶ୍ରୋତାମାନଙ୍କ ମଧ୍ୟରୁ ଜଣେ ଶ୍ରୋତାଙ୍କ ଦ୍ୱାରା ଉଚ୍ଚାରିତ ଶବ୍ଦଦ୍ୱୟ। ଏଥିର ମର୍ମ] — ବକ୍ତାଙ୍କର ବକ୍ତୃତାର ଏହି ଅଂଶକୁ ଆପଣମାନେ ମନୋଯୋଗ ପୂର୍ବକ ଶୁଣନ୍ତୁ — Hear hear!