ହିଅରିଙ୍ଗ୍ Hiarin̄g

  • ବୈଦେ. ବି (କଚିରିଆ) (ଇଂ) — ମକଦ୍ଦମାର ଶୁଣାଣି; ହାକିମଙ୍କ ଦ୍ୱାରା ମକଦମାର ବିଚାର — Hearing or trial of a case
  • ବୈଦେ. ବି (କଚିରିଆ) (ଇଂ) — [ଦ୍ର—ଗଞ୍ଜାମରେ ଏହି ଶବ୍ଦ ହେରିଙ୍ଗୁ ବୋଲି ଉଚ୍ଚାରିତ ହୁଏ]