ହିଅରିଙ୍ଗ୍ ଫି Hiariṅg phi

  • ବୈଦେ. ବି (କଚିରିଆ) (ଇଂ) — ଶୁଣାଣି ହେଉ ଥିବା ମକଦମାର ଜବାବ ସୁଆଲ କରିଥିବା ଯୋଗୁ ଜିତିବା ପକ୍ଷର ଓକିଲଙ୍କ ଫିସ୍ପାଇଁ ହାରିବା ପକ୍ଷଙ୍କ ଉପରେ ହାକିମଙ୍କଦ୍ୱାରା ଡିଗ୍ରୀ ଦିଆଯିବା ଟଙ୍କା — Hearing fee of a case decreed by a court, to be paid to the winning side by the losing side