ହିଂସ୍ରା Hiṁsrā
- ସଂ. ବିଣ—(ହଂସ୍ର+ଆ) — ହିଂସ୍ରର ସ୍ତ୍ରୀ ଲିଙ୍ଗ — Feminine of Hiṁsra
- ବି — ଏକାବଳୀ; ଏକବାଳୁକା (ମେଦିନୀ, ହେମଚନ୍ଦ୍ର) — A scented herb
- ବି — କାକାଦନୀ; କଣ୍ଟେଇ କୋଳି (ମେଦିନୀ, ହେମଚନ୍ଦ୍ର) — Prickly night shade
- ବି — ମାଂସୀ; ଜଟା— ମାଂସୀ — Indian spikenard
- ବି — ଗବେଡ଼ୁକା; ଗବେଧୁକା; ଦେଧାନ (ଶବ୍ଦଚନ୍ଦ୍ରିକା) — A wild grain; Coix Barbata
- ବି — ନାଡ଼ି (ଶବ୍ଦ— ଚନ୍ଦ୍ରିକା) — Pulse
- ବି — ଶିରା (ଶବ୍ଦଚନ୍ଦ୍ରିକା) — Vein