ହିଂକା (ଇତ୍ୟାଦି) Hiṁkā (etc)

  • ଗ୍ରା. ବି (ସଂ. ହିକ୍କା) — ହିକ୍କା (ଦେଖ) — Hikkā (See)
  • ଗ୍ରା. ବି (ସଂ. ହିକ୍କା) — [ଦ୍ର—ହିଙ୍ଗଳ, ହିଙ୍ଗା, ହିଙ୍ଗୁ (ଇତ୍ୟାଦି), ହିଙ୍ଗୁଳ (ଇତ୍ୟାଦି), ହିଙ୍ଗୁଳା (ଇତ୍ୟାଦି), ହଞ୍ଜଡ଼ (ଡ଼ା. ଡ଼ୀ), ହିଞ୍ଜଳ, ହିନ୍ତାଳ, ହିନ୍ଦୀ, ହିନ୍ଦୁ ଇତ୍ୟାଦି ଶବ୍ୱମାନଙ୍କର ହିଂଗଳ, ହିଁଗଳ ଆଦି ଅନୁସ୍ୱାର ଓ ଚନ୍ଦ୍ର— ବିନ୍ଦୁ ବିଶିଷ୍ଟ ଆକାରମାନ ଏ ଗ୍ରନ୍ଥର କଳେବର ବୃଦ୍ଧି ଆଶଙ୍କାରେ ଏଠାରେ ଦିଆଗଲା ନାହିଁ]