ହିଁ ହି ୟା Hiñhiñyā

  • ଦେ. ବିଣ. ପୁଂ—(ଅନାଦର ବା ନିନ୍ଦାସୂଚକ) — ଯେଉଁ ବ୍ଯକ୍ତି ସବୁବେଳେ ହିଁ ହିଁ ହୋଇ ହସୁଥାଏ — Given to constantly laughing loudly