ହାଡ଼େଞ୍ଜ୍ Hadej
- ଦେ. ବି—(ନାମ) — . 1 । ପ୍ରଥମ ଲର୍ଡ଼ହାର୍ଡ଼ିଞ୍ଜ; ଲଡ଼ ହେନେରୀ ହାର୍ଡ଼ିଞ୍ଜ; ଭାରତର ଜନୈକ ଗଭର୍ଣ୍ଣର ଜେନେରଲ — 1 ପ୍ରଥମ ଲର୍ଡ଼ହାର୍ଡ଼ିଞ୍ଜ; ଲଡ଼ ହେନେରୀ ହାର୍ଡ଼ିଞ୍ଜ; ଭାରତର ଜନୈକ ଗଭର୍ଣ୍ଣର ଜେନେରଲ—Lord Hardinge, a Govenor General of India
- ଦେ. ବି—(ନାମ) — [ଦ୍ର— ଏହାଙ୍କର ଜନ୍ମ ଖ୍ରୀ. 1785 । ଏ 1844 ସାଲରେ ଭାରତକୁ ଇଷ୍ଟ ଇଣ୍ଡିଆ କୋମ୍ପାନୀଙ୍କ ଦ୍ୱାରା ଗଭର୍ଣ୍ଣର୍ ଜେନେରଲ୍— ରୂପେ ପ୍ରେରିତ ହୋଇଥିଲେ। ଭାରତକୁ ଆସିବା ପୂର୍ବରୁ ଯୁଦ୍ଧରେ ଏହାଙ୍କର ଗୋଟିଏ ହାତ କଟି ଯାଇଥିଲା। ଏ ଶିଖମାନଙ୍କୁ ପରାଜିତ କରି ରଣଜିତ୍ ସିଂହଙ୍କ ପୁତ୍ର ଦିଲୀପ ସିଂହଙ୍କ ସଙ୍ଗେ ସନ୍ଧି କରି ଅନେକଗୁଡ଼ିଏ ରାଜ୍ୟ ବ୍ରିଟିଶ୍ ଭାରତ ରାଜ୍ୟଭୁକ୍ତ କରିଥିଲେ। ଖ୍ରୀ. 1848 ରେ ଏ ବଡ଼ଲାଟ ପଦ ତ୍ୟାଗ କରି ବିଲାତକୁ ଫେରିଲେ ଓ 1852 ସାଲରେ ଇଂଲଣ୍ଡର ପ୍ରଧାନ ସେନାପତି ହେଲେ। 1866 ରେ ଏହାଙ୍କର ମୃତ୍ୟୁ ହେଲା।] — [ଦ୍ର— ଏହାଙ୍କର ଜନ୍ମ ଖ୍ରୀ.1785 ଏ1844ସାଲରେ ଭାରତକୁ ଇଷ୍ଟ ଇଣ୍ଡିଆ କୋମ୍ପାନୀଙ୍କ ଦ୍ୱାରା ଗଭର୍ଣ୍ଣର୍ ଜେନେରଲ୍— ରୂପେ ପ୍ରେରିତ ହୋଇଥିଲେ ଭାରତକୁ ଆସିବା ପୂର୍ବରୁ ଯୁଦ୍ଧରେ ଏହାଙ୍କର ଗୋଟିଏ ହାତ କଟି ଯାଇଥିଲା ଏ ଶିଖମାନଙ୍କୁ ପରାଜିତ କରି ରଣଜିତ୍ ସିଂହଙ୍କ ପୁତ୍ର ଦିଲୀପ ସିଂହଙ୍କ ସଙ୍ଗେ ସନ୍ଧି କରି ଅନେକଗୁଡ଼ିଏ ରାଜ୍ୟ ବ୍ରିଟିଶ୍ ଭାରତ ରାଜ୍ୟଭୁକ୍ତ କରିଥିଲେ ଖ୍ରୀ.1848ରେ ଏ ବଡ଼ଲାଟ ପଦ ତ୍ୟାଗ କରି ବିଲାତକୁ ଫେରିଲେ ଓ1852ସାଲରେ ଇଂଲଣ୍ଡର ପ୍ରଧାନ ସେନାପତି ହେଲେ1866ରେ ଏହାଙ୍କର ମୃତ୍ୟୁ ହେଲା]
- ଦେ. ବି—(ନାମ) — ଦ୍ୱିତୀୟ ଲର୍ଡ଼ ହାର୍ଡ଼ିଞ୍ଜ — Lord Hardinge the Second
- ଦେ. ବି—(ନାମ) — [ଦ୍ର—ଏ ପ୍ରଥମୋକ୍ତ ହାର୍ଡ଼ିଞ୍ଜଙ୍କର ପୌତ୍ର। ଏ 1910 ସାଲରେ ଭାରତକୁ ଗଭର୍ଣ୍ଣର୍ ଜେନେରଲ୍ ହୋଇ ଆସିଥିଲେ। ଓଡ଼ିଶା ପରିଦର୍ଶନ କରିବାକୁ ଆସିଥିବା ବଡ଼ଲାଟଙ୍କ ମଧ୍ୟରେ ଏ ଦ୍ୱିତୀୟ। ଏହାଙ୍କ ପୂର୍ବରୁ ଲର୍ଡ଼ ବର୍ଜନ୍ ଓଡ଼ିଶାକୁ ଆସିଥିଲେ। ଏହାଙ୍କ ଅମଳରେ ଓଡ଼ିଶା ବଙ୍ଗପ୍ରଦେଶରୁ ବିଚ୍ଛିନ୍ନ ହୋଇଥିଲା ଓ ବିହାର ଓଡ଼ିଶା ପ୍ରଦେଶ ଗଠିତ ହୋଇ ଓଡ଼ିଶା ସେହି ପ୍ରଦେଶଭୁକ୍ତ ହେଲା।] — [ଦ୍ର—ଏ ପ୍ରଥମୋକ୍ତ ହାର୍ଡ଼ିଞ୍ଜଙ୍କର ପୌତ୍ର ଏ1910ସାଲରେ ଭାରତକୁ ଗଭର୍ଣ୍ଣର୍ ଜେନେରଲ୍ ହୋଇ ଆସିଥିଲେ ଓଡ଼ିଶା ପରିଦର୍ଶନ କରିବାକୁ ଆସିଥିବା ବଡ଼ଲାଟଙ୍କ ମଧ୍ୟରେ ଏ ଦ୍ୱିତୀୟ ଏହାଙ୍କ ପୂର୍ବରୁ ଲର୍ଡ଼ ବର୍ଜନ୍ ଓଡ଼ିଶାକୁ ଆସିଥିଲେ ଏହାଙ୍କ ଅମଳରେ ଓଡ଼ିଶା ବଙ୍ଗପ୍ରଦେଶରୁ ବିଚ୍ଛିନ୍ନ ହୋଇଥିଲା ଓ ବିହାର ଓଡ଼ିଶା ପ୍ରଦେଶ ଗଠିତ ହୋଇ ଓଡ଼ିଶା ସେହି ପ୍ରଦେଶଭୁକ୍ତ ହେଲା]