ହାଡ଼େ ହାଡ଼େ Hāṟḍ̠e hāṟḍ̠e

  • ଦେ. କ୍ରି. ବିଣ — କୌଣସି ବ୍ଯକ୍ତି ପ୍ରତି ମନେ ମନେ ଅତ୍ୟନ୍ତ ବିରକ୍ତ ହେବା ରୂପେ — Very much (annoyed with a person)
  • ଦେ. କ୍ରି. ବିଣ — [ଯଥା—ସେ ମତେ ସବୁବେଳେ ହାଡ଼େ ହାଡ଼େ ଚିଡ଼ୁଛି।]
  • ଦେ. କ୍ରି. ବିଣ — ଦେହର ଅତି ଲୁକ୍କାୟିତ ବା ଗୁପ୍ତସ୍ଥାନ— ମାନଙ୍କରେ — In the most secret or concealed parts of the body
  • ଦେ. କ୍ରି. ବିଣ — [ଯଥା—ଏ ମାଡ଼ ପିଲାର ହାଡ଼େ ହାଡ଼େ ଭେଦିଲା।]
  • ଦେ. କ୍ରି. ବିଣ — ହୃଦୟର ଅନ୍ତରତମ ପ୍ରଦେଶରେ — In the recesses of the heart
  • ଦେ. କ୍ରି. ବିଣ — [ଯଥା—ସାଆନ୍ତାଣୀଙ୍କ ଗାଳି ମୋ ହାଡ଼େ ହାଡ଼େ ଭେଦିଗଲା।]