ହାଡ଼ୁ ବାହାର Hāṟḍ̠u bāhāra

  • ବୈଦେ. ବି—(ଇଂ. ହାରବର୍) — ଜାହାଜମାନଙ୍କ ରହିବା ସ୍ଥାନ; ବନ୍ଦର — Harbour
  • ବୈଦେ. ବି—(ଇଂ. ହାରବର୍) — [ଉ— x x x ଚିନ ପାଟଣା ହାଡ଼ବାହାରୁ ଲଙ୍ଗର ଉଠେଇ ଦେଲୁଁ। ଫକୀରମୋହନ, ଗଳ୍ପସ୍ୱଳ୍ପ।]