ହାଡ଼ିଛୁଆଁ Hāṟḍ̠i chhuāñ

  • ଦେ. ବିଣ — ଯେଉଁ ବ୍ଯକ୍ତି ଅସ୍ପଶ୍ୟ ହାଡ଼ିକୁ ସ୍ପର୍ଶ କରିବାରୁ ଅଶୁଦ୍ଧ ହୋଇଥାଏ ଓ ଯେଉଁ ଅଶୁଦ୍ଧି ବିନା ସ୍ନାନରେ ଓ ବିନା ପ୍ରାୟଶ୍ଚିତ୍ତରେ ଦୂର ହୁଏ ନାହିଁ — Contaminated by the touch of an untouchable Hāṟḍ̠i