ହାଡ଼ିଆଣୀ Hāṟḍ̠iāṇī

  • ଦେ.ବି. ସ୍ତ୍ରୀ—(ସଂ. ହଡ଼ିକା) — ହାଡ଼ିର ସ୍ତ୍ରୀଲିଙ୍ଗ — ହାଡ଼ି ଜାତିର ସ୍ତ୍ରୀ; ମେହେନ୍ତରାଣୀ; ଚଣ୍ଡାଳୁଣୀ— . A woman of the sweeper caste
  • ଦେ.ବି. ସ୍ତ୍ରୀ—(ସଂ. ହଡ଼ିକା) — [ଦ୍ର—ବଙ୍ଗଦେଶରେ ହାଡ଼ିଆଣୀମାନେ ନବଜାତ ଶିଶୁଙ୍କ ନାଭି ଛେଦନ କରନ୍ତି]
  • ଦେ.ବି. ସ୍ତ୍ରୀ—(ସଂ. ହଡ଼ିକା) — (ସଂ. ଚଟ୍ଟିନୀ) ପଲ୍ଲୀ; ଗୃହ ଗୋଧିକା; ଝିଟିପିଟି — The house gecko; the common house lizard; Hemidactylus
  • ଦେ.ବି. ସ୍ତ୍ରୀ—(ସଂ. ହଡ଼ିକା) — [ଦ୍ର—ହାଡ଼ିଆଣୀ ଅସ୍ପୃଶ୍ୟା ଥିବାରୁ ଓ ଦେହରେ ପଲ୍ଲୀ ପଡ଼ିଲେ ସ୍ନାନ କରିବାର ବିଧି ଥିବାରୁ ପଲ୍ଲୀର ଏହି ନାମ ହୋଇଅଛି]
  • ଦେ.ବି. ସ୍ତ୍ରୀ—(ସଂ. ହଡ଼ିକା) — କାଉଁରୀ କାମାକ୍ଷାର ପ୍ରସିଦ୍ଧା ତନ୍ତ୍ରସିଦ୍ଧା ଚଣ୍ଡାଳୁଣୀର ନାମ — Name of a Hāṟḍ̠i woman famed to be versed in Tāntra
  • ଦେ.ବି. ସ୍ତ୍ରୀ—(ସଂ. ହଡ଼ିକା) — [ଦ୍ର— ଅନେକ ଝଡ଼ା ଫୁଙ୍କା ମନ୍ତ୍ରରେ 'ଚଣ୍ଡୀ ହାଡ଼ିଆଣୀ'ର ନାମୋଲ୍ଲେଖ କରାଯାଏ]