ହାଡ଼ି ପାଣ Hāṟḍ̠i pāṇa

  • ଦେ. ଅ—(ସହଚର) — ହାଡ଼ି ଓ ପାଣ ଆଦି ଅସ୍ପୃଶ୍ୟ ନୀଚ ଜାତି — persons of low untouchable castes
  • ଦେ. ଅ—(ସହଚର) — [ଦ୍ର—ଏହିପରି ହାଡ଼ି ବାଉରି, ହାଡ଼ି ଚମାର, ହାଡ଼ି କଣ୍ଡରା, ହଡ଼ି ଡମ ଆଦି ଶବ୍ଦମାନଙ୍କର ପ୍ରୟୋଗ ହୁଏ।]