ହାଡ଼ି ଘୋଷରା Hāṟḍ̠i ghosharā

  • ଦେ. ବି — ଯେଉଁ ବ୍ଯକ୍ତିର ଶବକୁ ଶ୍ମଶାନକୁ ନେବାକୁ କେହି ଆତ୍ମୀୟ ନିକଟରେ ନ ଥାନ୍ତି ଓ ମହାମାରୀ ଆଦି ସମୟରେ ଯେଉଁମାନେ ନିରାଶ୍ରୟ ଅବସ୍ଥାରେ ମରିଯାଆନ୍ତି ସେମାନଙ୍କ ଶବକୁ ଦଉଡ଼ିଦ୍ୱାରା ଟାଣି ମେହନ୍ତରମାନଙ୍କ ଦ୍ୱାରା ଶ୍ମଶାନକୁ ଘୋଷାରି ନେବା — The dragging of a corpse of a person dying homeless and friendless with a rope to the cremation ground or burial ground by sweepers