ହାଡ଼ରୁ ମାଉଁସ ମିଳାଇ ପଡ଼ିବା, ହାଡ଼ରୁ ମାଉଁସ ମିଳେଇ ପଡ଼ିବା Hāṟḍ̠aru māuñsa miḻā(e)i paṟḍ̠ibā

  • ଦେ. ବି (ଲକ୍ଷଣାର୍ଥ) — ଅତ୍ୟନ୍ତ ନିର୍ଯ୍ୟାତନ ବା ଅତ୍ୟାଚାର ଭୋଗ କରିବା — (figurative) To be subjected to much annoyance or oppression