ହାଡ଼ରୁ ମାଉଁସ ଖାଇବା Hāṟḍ̠aru māuñsa khāibā

  • ଦେ. କ୍ରି — ମାଂସଯୁକ୍ତ ଅସ୍ଥିରୁ ଦନ୍ତଦ୍ୱାରା ମାଂସକୁ ପୃଥକ୍ କରି ଖାଇବା (ଯେଉଁ ପରି କୁକୁର କରେ) — To chew away the flesh adhering to pieces of bone (as a dog)
  • ଦେ. କ୍ରି — (ଲକ୍ଷଣାର୍ଥ) ଅତ୍ୟନ୍ତ କଷ୍ଟ ଦେବା; ଅତି ଉତ୍ପୀଡ଼ିତ କରିବା — (figurative) To annoy or oppress extremely