ହାଡ଼ରସା ବୁହାଇବା Hāṟḍ̠arasā buhāibā

  • ଦେ. କ୍ରି (ଅତ୍ୟୁକ୍ତି) — ଅତ୍ୟନ୍ତ ପ୍ରହାର କରିବା; ଏପରି ପ୍ରହାର ଦେବା, କି ଯଦ୍ଦ୍ୱାରା ଦେହର ହାଡ଼ ଯାକ ଭାଙ୍ଗି ଯାଇ ସେଥିରୁ ମଜ୍ଜା ବାହାରି ପଡ଼େ — To beat a person to pulp