ହାଡ଼ ଶୂଳା Hāṟḍ̠a ṡūlā

  • ଦେ. ବି — ଅସ୍ଥିଶୂଳ — Aching of the bones
  • ଦେ. ବି — (ଲକ୍ଷଣାର୍ଥ) ହାଡ଼ ଜଳିବା — (figurative) Extreme annoyance
  • ବିଣ — ମର୍ମଭେଦୀ (ବାକ୍ୟ) — Heart-rending; heart-piercing; cutting to the quick