ହାଡ଼ ରସା Hāṟḍ̠a rasā

  • ଦେ. ବି—(ସଂ ହଡ଼୍ଡ ଓ ରସ) — ଅସ୍ଥି ମଧ୍ୟରେ ଥିବା ମଜ୍ଜା ବା ତରଳ ବସ୍ତୁ — Bone-marrow
  • ଦେ. ବି—(ସଂ ହଡ଼୍ଡ ଓ ରସ) — (ଲକ୍ଷଣାର୍ଥ) ବହୁକାଳ ଅତିସାର ଦ୍ୱାରା ଆକ୍ରାନ୍ତ ରୋଗୀର ମୁମୂର୍ଷୁ ଅବସ୍ଥାରେ ଝାଡ଼ା ସଙ୍ଗେ ବହିର୍ଗତ ହେବା ପୂଜବତ୍ ଘନ ରକ୍ତାଭ ଦୁର୍ଗନ୍ଧମୟ ରସ — (figurative) A pulpy pus-like and very offensive redish matter evacuated by a person in the last stage of chronic dysentery
  • ଦେ. ବି—(ସଂ ହଡ଼୍ଡ ଓ ରସ) — [ଦ୍ର— ଅତିସାର ରୋଗୀର ହାଡ଼ରସା ଗଳିଲେ ବା ହାଡ଼ରସା ବୋହିଲେ ଲୋକେ ତାହାର ଆଶୁ ମୃତ୍ୟୁକୁ ପ୍ରତୀକ୍ଷା କରନ୍ତି]
  • ଦେ. ବି—(ସଂ ହଡ଼୍ଡ ଓ ରସ) — ପ୍ରସବ ହେବା ପରେ ପ୍ରସୂତିଙ୍କ ପ୍ରସବ ଦ୍ୱାରରୁ 3।4 ଦିନ ପର୍ଯ୍ୟନ୍ତ ବୋହିବା ନାଲି ରଙ୍ଗର ସ୍ରାବ (ଡାକ୍ତର ରାଜକିଶୋର, ପ୍ରସୂତି ଚର୍ଯ୍ୟା)— — ପ୍ରସବ ହେବା ପରେ ପ୍ରସୂତିଙ୍କ ପ୍ରସବ ଦ୍ୱାରରୁ4ଦିନ ପର୍ଯ୍ୟନ୍ତ ବୋହିବା ନାଲି ରଙ୍ଗର ସ୍ରାବ (ଡାକ୍ତର ରାଜକିଶୋର, ପ୍ରସୂତି ଚର୍ଯ୍ୟା)—— . Lochia
  • ଦେ. ବି—(ସଂ ହଡ଼୍ଡ ଓ ରସ) — [ଦ୍ର— କ୍ରମେ କ୍ରମେ ଏହି ସ୍ରାବ ଫକା ଓ କିଛି ଦିନ ପରେ ସାଦା ରଙ୍ଗର ହୁଏ]