ହାଡ଼ କଙ୍କାଳ ମାଳ Hāṟḍ̠a kaṅkāḻa māḻa

  • ଦେ. ବିଣ — ଦୁର୍ବଳ ବା ଅନଶନକ୍ଳିଷ୍ଟ; ଯେଉଁ ବ୍ୟକ୍ତିର ଦେହରେ ଅସ୍ଥି ମାତ୍ର ଅବଶିଷ୍ଟ ଥାଏ — 1. (a person) Reduced to skeleton; (a person) having nothing but skeleton left
  • ବି — ଅସ୍ଥିକଙ୍କାଳଚୟ ମାଂସ— ହୀନ ଅସ୍ଥିମାନଙ୍କ ଥାଟ — Skeleton