ହାହାକାର Hāhā kāra
- ସଂ. ବି—(ହାହା+କୃ. ଧାତୁ+ଭାବ ଅ) — ଶୋକଧ୍ୱନି — Loud lamentation; cry of distress
- ସଂ. ବି—(ହାହା+କୃ. ଧାତୁ+ଭାବ ଅ) — [ଉ—ଅନ୍ନ ପାଇଁ ଦେଶେ ହାହାକାର—ଅନାହାରେ କେତେ ଭାଇ ଯାନ୍ତି ଯମପୁର ଲୋ କୋଇଲି—ବାଳକୃଷ୍ଣ, ଅକାଳ କୋଇଲି।]
- ସଂ. ବି—(ହାହା+କୃ. ଧାତୁ+ଭାବ ଅ) — ଯୁଦ୍ଧ କଳରବ (ଶବ୍ଦ କଳ୍ପଦ୍ରୁମ) — Noise or consternation of battle